ହର୍ମୁଜ ବନ୍ଦ
ହର୍ମୁଜବନ୍ଦ: #ମାଡ଼କଲା_ଆମେରିକା
-ଇରାନ ‘ହର୍ମୁଜ’ ବନ୍ଦ ଘୋଷଣା କରିବା ପରେ ଆମେରିକାର ଆକ୍ରମଣ
-ମିଜାଇଲ୍, ଡ୍ରୋନ୍ ଓ ନୌସେନା ଭିତ୍ତିଭୂମିକୁ ଆମେରିକାର ଟାର୍ଗେଟ୍
-ଇରାନର ୧୪୦ଟି ସ୍ଥାନରେ ଆକ୍ରମଣ ନେଇ CENTCOMର ସୂଚନା
-ବାହାରିନ, କୁଏତ, କତାର, ୟୁଏଇରେ ଥିବା ୟୁଏସ୍ ବେସ୍କୁ ଇରାନର ଟାର୍ଗେଟ୍
-ଆମେରିକାର ହସ୍ତକ୍ଷେପ ବନ୍ଦ ନ ହେବା ପର୍ଯ୍ୟନ୍ତ ହର୍ମୁଜ ଖୋଲିବୁନି କହିଲା ଇରାନ
