ଆସୁଛି ଦଶହରା

ଆସୁଛି ଦଶହରା

ରଜନୀକାନ୍ତ ରଥ,ରାଜନଗର କେନ୍ଦ୍ରାପଡ଼ା।
ଗାଁ ରୁ ସହର ସବୁଠି ଚଞ୍ଚଳ
ଆସିବେ ମା ଜଗତ ଜନନୀ ଦୁର୍ଗା।ଶରତ ର ନିର୍ମଳ ଆକାଶ
ନଦୀ ପଠା ରେ କାଶତଣ୍ଡିର ଶୋଭା ଅତୀବ ମନଲୋଭା।
ଧାନ କ୍ଷେତରେ ପଡ଼ିଥିବା କାକର
ସକାଳର ସୂର୍ଯ୍ୟ କିରଣରେ
ମୁକ୍ତ୍ତା ର ଭ୍ରମ ସୃଷ୍ଟି କରିଛି।
ପ୍ରକୃତି ରାଣୀ ସଜେଇ ହେଉଛି
ଜଗତ ଜନନୀ ମା ଦୁର୍ଗାକୁଂ
ସ୍ଵାଗତ କରିବା ପାଇଁ।
ମା ଆସିବେ ଦୁଷ୍ଟ ନିବାରୀ
ସନ୍ଥ ପାଳିବେ।
ମା ଜଗତରେ ନର ମାଂସ
ଲୋଭୀ ରାକ୍ଷସ ମାନଙ୍କର
ବିନାଶ କରନ୍ତୁ।
ଦୁର୍ନୀତି ରେ ଲିପ୍ତ ବ୍ୟକ୍ତିକୁଂ
ଶାସ୍ତି ପ୍ରଦାନ କରନ୍ତୁ ଏତିକି କାମନା।

Leave a Reply

Your email address will not be published. Required fields are marked *