ଆସିକା_ବିଧାୟକଙ୍କ_ନାଁରେ_ଏତଲା

#ଆସିକା_ବିଧାୟକଙ୍କ_ନାଁରେ_ଏତଲା-ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ନାଁରେ ଥାନାରେ ଏତଲା-ଥାନାରେ ଏତଲା କଲେ ଗଞ୍ଜାମ ଜିଲ୍ଲା ସିଡିଓ ସମୀର କୁମାର ଜେନା-ବିଧାୟକଙ୍କ ନାଁରେ ଦୁର୍ବ୍ୟବହାର ଓ ଧମକ ନେଇ ଅଭିଯୋଗ-ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ପାଇଁ ରିଲିଫ ବଣ୍ଟନକୁ ନେଇ ବିବାଦ ହୋଇଥିଲା

Leave a Reply

Your email address will not be published. Required fields are marked *