ଘର କୁ ଘର ବୁଲି ସମ୍ପର୍କ ଯୋଡୁଛନ୍ତି ଆକାଶ

ଘର କୁ ଘର ବୁଲି ସମ୍ପର୍କ ଯୋଡୁଛନ୍ତି ଆକାଶ lନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି l ଦଳୀୟ ପ୍ରାଥି ଙ୍କ ନିଦ ହଜୁଛି l ବିଜେଡ଼ି ଟିକେଟ ଘୋଷଣା ହୋଇ ନ ଥିବାରୁ ନିର୍ବାଚନ ମାହୋଲ ଶିଥିଳ ପଡିଛି l ବିଜେଡ଼ି ଦଳ ରେ ଅନେକ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଦଳୀୟ ଟିକେଟ କାହାକୁ ମିଳିବ ସେ ନେଇ ଭୋଟର ଙ୍କ ମଧ୍ଯରେ ଆଲୋଚନା ଚାଳିଛି l ବିଜେଡ଼ି ଦଳ ଉଚିତ୍ ପ୍ରାଥି ଚୟନ ରେ ବିଳମ୍ବ ହେବା ନେଇ ଭୋଟରଙ୍କ ଆକାଶଙ୍କ ପ୍ରତି ଦୃଢ଼ ବିଶ୍ୱାସ ପ୍ରକାଶ ପାଇଛି l ଆକାଶ କୋରାଇ ନିର୍ବାଚନ ମଣ୍ଡଳୀ ର ଘର କୁ ଘର ବୁଲି ଜନ ସମ୍ପର୍କ ଯୋଡ଼ିଛନ୍ତି l ଆକାଶ ବିଜେଡ଼ି ଛାଡ଼ି ବିଜେପି ରେ ମିଶିବା ପରେ ବିଜେଡ଼ି ବିଜେପି ମଧ୍ୟରେ ରହିଥିବା ଦୂରତାକୁ ନିଜର ଶାନ୍ତ ସ୍ଵଭାବ ଦ୍ବାରା ଏକତ୍ରିତ କରିବାରେ ଲାଗିଛନ୍ତି l ତେଣୁ ପ୍ରତ୍ୟେକ୍ଷ ରେ ବା ପରୋକ୍ଷ ରେ ଦଳ ମତ ନିର୍ବିଶେଷରେ ସମସ୍ତେ ଆକାଶ ଙ୍କ ସାଥିରେ ବୋଲି ପ୍ରଚାର ମଇଦାନ ରେ ଦେଖିବାକୁ ମିଳୁଛି l

Leave a Reply

Your email address will not be published. Required fields are marked *