ରତ୍ନଭଣ୍ଡାର_ଗଣତି_ମଣତି
ରତ୍ନଭଣ୍ଡାର_ଗଣତି_ମଣତି-ଆଜି ହେବ ରତ୍ନଭଣ୍ଡାର ଗଣତି ମଣତି-ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା-ମହାପ୍ରଭୁଙ୍କ ଚିତା ଓ ଅନ୍ୟାନ୍ୟ ଅଳଙ୍କାର ହେବ ଗଣତି-ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଉଲାଗି ଅଳଙ୍କାରର ହେବ ଗଣତି -ରାଜ୍ୟ ସରକାରଙ୍କ SOP ଅନୁଯାୟୀ ଗଣତି ହେବ -ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ପରେ ହେବ-ମେ ୨୩ରୁ ରତ୍ନ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀ ଗଣତି କାର୍ଯ୍ୟ ସ୍ଥଗିତ ଥିଲା l
