କମାକ୍ଷାନଗର ପଞ୍ଚାୟତ ସମିତିର ଭତ୍ତା ବଣ୍ଟନ
କାମାକ୍ଷାନଗର,୨୧/୧୨/୨୧-:ଢେଙ୍କାନାଳ ଜିଲ୍ଲା କମାକ୍ଷାନଗର ବ୍ଲକ କାର୍ଯ୍ୟାଳୟରେ ଆଜି କୋଟଗରା ସରପଞ୍ଚ ଲଳିତ ସାହୁଙ୍କ ସଭାପତିତ୍ୱରେ ଭତା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଉପସ୍ଥିତ ରହି ଭତ୍ତା ବଣ୍ଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଡ଼ିଓ ବିକାଶ ମହାନ୍ତି,ସରପଞ୍ଚ ସିସିରକାନ୍ତ ବେହେରା,ଜିଲାପରିସଦ ସଭ୍ୟ ପ୍ରେମାନନ୍ଦ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
