ଅସହାୟ ବୃଦ୍ଧ ବୃଦ୍ଧା ମହିଳା ମାନଙ୍କୁ ବସ୍ତ୍ର ବଣ୍ଟନ

ତା-୨୦/୧୦/୨୦୨୧- ପବିତ୍ର କୁମାର ପୂର୍ଣ୍ଣିମା ଉପଲକ୍ଷେ ହାତୀଓଟ ନିଜ ବାସଭବନ ଠାରେ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଗରିବ ଅସହାୟ ବୃଦ୍ଧ ବୃଦ୍ଧା ମହିଳା ମାନଙ୍କୁ ବସ୍ତ୍ର ବଣ୍ଟନ କରିଛନ୍ତି।

ରିପୋର୍ଟ- ପୋଲସରାରୁ ସୀମାଞ୍ଚଳ ବାଡ଼ତ୍ୟା।

Leave a Reply

Your email address will not be published. Required fields are marked *