ଡକ୍ଟର ପୁନ୍ନିୟମୂର୍ତ୍ତି ନଟେସନ ଜଣେ ବିଶିଷ୍ଟ ପ୍ରାଣୀଚିକିତ୍ସା ଔଷଧ ବିଶେଷଜ୍ଞ, ଶିକ୍ଷାବିତ୍‌

ଡକ୍ଟର ପୁନ୍ନିୟମୂର୍ତ୍ତି ନଟେସନ ଜଣେ ବିଶିଷ୍ଟ ପ୍ରାଣୀଚିକିତ୍ସା ଔଷଧ ବିଶେଷଜ୍ଞ, ଶିକ୍ଷାବିତ୍‌ ଏବଂ ଟ୍ରାନ୍ସଲେସନାଲ ବୈଜ୍ଞାନିକ। ସେ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଶିକ୍ଷା, ଗବେଷଣା ଏବଂ ବିସ୍ତାର କାର୍ଯ୍ୟ ଜରିଆରେ ଭାରତରେ ଏଥନୋ-ଭେଟେରିନାରୀ ମେଡ଼ିସିନ୍‌ ବା ପାରମ୍ପରିକ ପ୍ରାଣୀ ଚିକିତ୍ସାକୁ ଆଗକୁ ବଢ଼ାଇଛନ୍ତି। ଡକ୍ଟର ନଟେସନ ‘ଏଥନୋ-ଭେଟେରିନାରୀ ପ୍ରାକ୍ଟିସରେ ପିଜି ଡିପ୍ଲୋମା ପାଠ୍ୟକ୍ରମ ଆରମ୍ଭ କରିଛନ୍ତି ଯାହା TANUVAS ଏବଂ FRLHT-TDU ବେଙ୍ଗଲୁରୁର ଏକ ମିଳିତ ଉଦ୍ୟମ ଅଟେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୩ ଜୁନ୍‌ ୨୦୨୬ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ବେସାମରିକ ସମ୍ବର୍ଦ୍ଧନା ସମାରୋହ-ଡକ୍ଟର. ପୁନ୍ନିୟମୂର୍ତ୍ତି ନଟେସନଙ୍କୁ ୨୦୨୬ ବର୍ଷ ଲାଗି ପଦ୍ମଶ୍ରୀରେ ସମ୍ମାନିତ କରିବେ ।

Leave a Reply

Your email address will not be published. Required fields are marked *