ଭଦ୍ରକରେ କରୋନା କଟକଣାରେ ଚାଲିଛି ଦୁର୍ଗାପୂଜା
ଭଦ୍ରକ:୧୩/୧୦:- ଆଜି ପବିତ୍ର ଦୁର୍ଗାଷ୍ଠମିରେ ଭଦ୍ରକର ବିଭିନ୍ନ ପୂଜା ମଣ୍ଡପରେ ପରଦା ଅଡ଼ୁଆଳରେ ପୂଜା ପାଉଛନ୍ତି ମା ଦୁର୍ଗା । କରୋନା ଏପରି ଭାବରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତ୍ୱ ବଢ଼ାଇ ଦେଇଛି ଯେ ଆଉ ଭକ୍ତିରେ ନୁହେଁ , ଲୁଚା ଛପାରେ ଦର୍ଶନ ଦେଉଛନ୍ତି ଠାକୁର। ଅର ବର୍ଷରେ କରୋନା ମୁକ୍ତ ଦୁର୍ଗାପୂଜା ହେଉ ଏହା ସମସ୍ତଙ୍କ କାମନା।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
