ଭଦ୍ରକରେ ଏନକାଉଣ୍ଟର ।

ଡକାୟତି ଯୋଜନା ବେଳେ ଏନକାଉଣ୍ଟର । ଏନକାଉଣ୍ଟର କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ସୂଚନାଯୋଗ୍ୟ ଯେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଚଢ଼େୟା ଠାରେ ଡକାୟତି ଉଦ୍ୟମ ବେଳେ ଗ୍ରାମାଞ୍ଚଳ ପୋଲିସ ଦୁର୍ଦାନ୍ତ ଅପରାଧୀ ବାପି ପାଣି କୁ ଗୁଳି କରିଛି । ବାପି ପାଣିର ଡାହାଣ ଗୋଡ଼ ୨ଟି ଗୁଳି ବାଜିଛି,ଏଥିରେ ଗ୍ରାମାଞ୍ଚଳ ଥାନାଧିକାରୀଙ୍କ ସମେତ ତିନି ପୋଲିସ କର୍ମଚାରୀ ଆହତ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *