ବାଲିଗୋରଡ ଗ୍ରାମରେ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା
ଢ଼େଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବଳିଗୋରଡ ରେଦିନଥିଲା ଛୋଟ ମନ୍ଦିର ର ପୂଜା ଖେଳାରୁଆଜି ଏକ ବଡ ମନ୍ଦିର ନିର୍ମାଣ , ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା,ସହ ପାଞ୍ଚ ଦିନ ଠାଙ୍କୁରଙ୍କ ସେବାରେ ବାଲିଗୋରଡ ଗ୍ରୀମବାସୀମାନେ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକବାଲିଗୋରଡ ଗ୍ରାମ ଶ୍ରୀ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ନିର୍ମାଣହୋଇଛି, ଗ୍ରାମ ସଭାପତି ଅଲେଖ ଚନ୍ଦ୍ର ଖୁଣ୍ଟିଆ, ସଂପାଦକଗଙ୍ଗାଧର ସ୍ବାଇଁ, ଗ୍ରାମ କମିଟି ସଭ୍ୟ ପ୍ରଦିପ ସ୍ବାଇଁ, ତୁସାର କାନ୍ତ ସ୍ବାଇଁ, ସୁଜିତ୍ ସ୍ବାଇଁ,ଚନ୍ଦ୍ରମଣି ମହାନ୍ତି, ଦିବ୍ୟସିହଖୁଣ୍ଟିଆ ଓ ଶ୍ରୀହରି ସ୍ବାଇଁ ପ୍ରମୁଖ ଗ୍ରାମବାସୀ ଙ୍କସହଯୋଗରେ ୫୬ ଗୋଟି ଗ୍ରାମରେ ନିଜ ଗ୍ରାମର ଝିଅ ବିବାହ କରିଥିବା ଗ୍ରାମର ଓ ତାଙ୍କ ଗ୍ରାମସଭାପତି, ସଂପାଦକ ଙ୍କୁ ନିମନ୍ତ୍ରଣକରାଯାଇଥିଲା,ଦଶବର୍ଷପୂର୍ବେ ମନ୍ଦିରରେ ଥିବା ବିଗ୍ରହ ଙ୍କୁ ସ୍ଥାନାନ୍ତର ସହ ଖିଞ୍ଚିଂରୁ ପାଶ୍ବ ଦେବତାଙ୍କୁ ଅଣାଯାଇ ଗତରବିବାରଠାରୁଧ୍ବଜାରୋହଣ କାଯ୍ୟକ୍ରମ ଆରମ୍ଭ ହୋଇଥିଲା, ପୂଜକସତିଶ ପ୍ରସାଦ ଆଚାଯ୍ୟ ମନ୍ତ୍ର ପାଠ ରେ ପ୍ରତ୍ୟହ ରିତିନିତୀଆନୁଯାୟୀ କଳସ ଯାତ୍ରା ପ୍ରାଣ ପ୍ରତିଷ୍ଠା, ଗୀତାଯଜ୍ଞ ଓ ଯଜ୍ଞକାଯ୍ୟକ୍ରମ ,ପୂର୍ଣ୍ଣାହୁତି ସଂପର୍ଣ୍ନ ହୋଇଥିଲା, ପ୍ରତ୍ୟହସଂଧ୍ୟାରେ ପ୍ରବକ୍ତା ନାରାୟଣ ଦାସ, ବସନ୍ତ ବିସୋଇ ପ୍ରବଚନ ଦେଉଥିଲେ,ଅମୂଲ୍ୟ ରତ୍ନ ତ୍ରୀପାଠି ମଞ୍ଚ ସଞ୍ଚାଳନ କରୁଥିଲେ।ସମସ୍ତ ଙ୍କ ଉଦେଶ୍ୟରେ ପ୍ରସାଦ ସେବନ ହୋଇଥିଲା ମନ୍ଦିର ଦର୍ଶନ କରିଥିଲେ।
