ପ୍ରସିଦ୍ଧ ବଲିଉଡ ଅଭିନେତା ଭରତ କପୁର

ପ୍ରସିଦ୍ଧ ବଲିଉଡ ଅଭିନେତା ଭରତ କପୁର ଆଉ ନାହାନ୍ତି……୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି……ତାଙ୍କ ମୃତ୍ୟୁ ଖବରରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା…..ରିପୋର୍ଟ ଅନୁଯାୟୀ, ଭରତ କପୁର କିଛି ସମୟ ଧରି ଅସୁସ୍ଥ ଥିଲେ……ଗତ ତିନି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲା…..ଓଁ ଶାନ୍ତି ……

Leave a Reply

Your email address will not be published. Required fields are marked *