ବାପପୁଅଙ୍କ ଆତ୍ମାହୁତି ଉଦ୍ୟମ
ଢେଙ୍କାନାଳ SP ଅଫିସ୍ ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ-ଆଇନ୍ ଛାତ୍ର ଏବଂ ତାଙ୍କ ବାପାଙ୍କ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ-ଭାପୁର ଫାଣ୍ଡି ରାଣୀପାଳ ଗାଁର ବାପପୁଅଙ୍କ ଆତ୍ମାହୁତି ଉଦ୍ୟମ-ଜମିଜମା ମାମଲାରେ ପୋଲିସ୍ ବାରମ୍ବାର ହଇରାଣ କରୁଥିବା ଅଭିଯୋଗ-ଦୁହିଁଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କଲା ପୋଲିସ
