ରାଜ୍ୟର ୧୯ଟି ଡିଭିଜନ୍ରେ ନିଆଁ-
ରାଜ୍ୟର ୧୯ଟି ଡିଭିଜନ୍ରେ ନିଆଁ- ପିସିସିଏଫ୍-ରାଜ୍ୟର ୧୯ଟି ଡିଭିଜନ୍ରେ ନିଆଁ ଲାଗିଥିବା କହିଲେ ପିସିସିଏଫ୍-ବାଲିଗୁଡ଼ା ଓ କଳାହାଣ୍ଡି ରେଞ୍ଜରେ ଅଧିକ ନିଆଁ ଲାଗୁଛି- ପିସିସିଏଫ୍-ନବରଙ୍ଗପୁର ଓ କୋରାପୁଟରେ ପୋଡୁ ଚାଷ ପାଇଁ ନିଆଁ ଲାଗୁଛି-ଗତ ବର୍ଷ ଅପେକ୍ଷା ଏଥର ଜଙ୍ଗଲ ନିଆଁ ନିୟନ୍ତ୍ରଣରେ ରହିଛି-ଗତ ବର୍ଷ ପ୍ରାୟ ୩୦ ହଜାର ପଏଣ୍ଟରେ ନିଆଁ ଲାଗିଥିଲା’-ଏଥର ଏହା ୨୦ ହଜାର ପଏଣ୍ଟରେ ରହିଛି- ପିସିସିଏଫ୍-ନିଆଁ ଖବର ଆସିଲେ ୧୫ ମିନିଟ୍ରେ ଲିଭାଇବାକୁ ଉଦ୍ୟମ ହେଉଛି-ବିଶେଷ କରି ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଜଙ୍ଗଲ ବିଭାଗ ସଜାଗ ରହିଛି
