ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଟୁକୁଣା ବଳଭଦ୍ର ନାରାୟଣ ସଂସ୍କୃତ ମହାବିଦ୍ୟାଳୟରେ NSS ୟୁନିଟ 1 Nss ୟୁନିଟ 2 ଓ YRC ମିଳିତ ସହଯୋଗରେ ଯାଜପୁର ଭୂମିକା ଚକ୍ଷୁ ହସ୍ପିଟାଲ ଦ୍ୱାରା ରୋଗୀ ମାନଙ୍କ ର ମୋତିୟା ବିନ୍ଦୁ ଚିହ୍ନଟ କରାଯିବା ପରେ ଯାଜପୁର ଭୂମିକା ହସ୍ପିଟାଲ ନେଇ ମାଗଣା ଅପରେସନ କରାଗଲା ।ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଶିକ୍ଷକ ନାରାୟଣ ସାହୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁଦର୍ଶନ ସାହୁ ଡ଼ଃ ଗୋପୀନାଥ ପଣ୍ଡା ମନୋରଞ୍ଜନ ପାଢ଼ୀ କିରାଣୀ ଯଦୁମଣି ମିଶ୍ର କଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ କଯ୍ୟକ୍ରମକୁ ପରିଚାଳନା କରିଥିଲେ। ଦିବ୍ୟଜ୍ୟୋତି ମୁଦୁଲି ସତ୍ୟବ୍ରତ ଦେବତା ରୁଦ୍ରନାରାୟନ ମିଶ୍ର ଵିଶ୍ଵଜିତି ସାହୁ ଶୁଭଶ୍ରୀ ମହାନ୍ତ ପ୍ରିୟଙ୍କା ସିଂ ସ୍ୱପ୍ନା ରାଣୀ ମହାନ୍ତ ପତିକ୍ଷା ମିଶ୍ର ଝୁନୁଲତା ମହାନ୍ତି ପୂଣ୍ଣିମା ମହାନ୍ତ ଓ ଶେଷ ରେ ମହାବିଦ୍ୟାଳୟ ର ପୂର୍ଵତନ ଛାତ୍ର ଆଶୁତୋଷ ପଣ୍ଡା ଧନ୍ୟବାଦ ଅର୍ପଣ କରି ସଭା ଉଜପାନ କଲେ।

Leave a Reply

Your email address will not be published. Required fields are marked *