ଗଦାଧରପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟ ନୂତନ କମିଟି ଗଠିତ
କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଗଦାଧରପୁର୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ବିଦ୍ୟାଳୟ ପରିଚାଳନା କମିଟି ଆଜି ବିଦ୍ୟାଳୟ ଶ୍ରେଣୀ ଗ୍ରୁହରେ ଅନୁଷ୍ଟିତ ହୋଇଯାଇଛି। କମିଟିର ସଭାପତି ଭାବେ ପ୍ରଶାନ୍ତ କୁମାର୍ ବେହେରାଙ୍କୁ ମନୋନିତ କରାଯାଇଛି। ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁବାସିନୀ ବେହେରା, ସି.ଆର.ସି.ସି ଧରଣୀଧର ମହାନ୍ତ ସଭାପରିଚାଳନା କରିଥିବା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମେମ୍ବର ମଧୁସୂଦନ ବେହେରା, ନଳ ଟଙ୍ଗନିଆ, ରାଜା ମହାରଣା, ପ୍ରତିଭା ବେହେରା ସଂକୁନ୍ତଳା ସେଠି, ୱାର୍ଡମେମ୍ବର କେଶବ ଚନ୍ଦ୍ର ବେହେରା ।
ରିପୋର୍ଟ- କେନ୍ଦୁଝରରୁ ମନୋଜ କୁମାର ବେହେରା।
