ଦିଲ୍ଲୀ_ପୁଲିସ_ଏନକାଉଣ୍ଟରରେ_ଗ୍ୟାଙ୍ଗଷ୍ଟର_ନସୀମ_ଦୁରାନୀ_ମୃତ

#ଦିଲ୍ଲୀ_ପୁଲିସ_ଏନକାଉଣ୍ଟରରେ_ଗ୍ୟାଙ୍ଗଷ୍ଟର_ନସୀମ_ଦୁରାନୀ_ମୃତ-ଦିଲ୍ଲୀରେ ମନ୍ତ୍ରୀ କପିଲ ମିଶ୍ରାଙ୍କ କ୍ୟାମ୍ପ ଅଫିସ ଆଗରେ ନଭେମ୍ୱର ୧୬ରେ ସମୀରକୁ ୧୫ ରାଉଣ୍ଡ ଗୁଳି କରି ହତ୍ୟା କରିଥିଲା ନସୀମ -ୟୁପିର ବୁଲନ୍ଦସରରରେ ପୁଲିସ କଲା ଏନକାଉଣ୍ଟର-ଡି କମ୍ପାନୀ ସହ ଜଡ଼ିତ ଥିଲା ନସୀମ। ନସୀମ ଉପରେ ୫୦ହଜାର ଟଙ୍କାର ପୁରଷ୍କାର ଥିଲା-STF ଓ ଦିଲ୍ଲୀ ପୁଲିସର ଜଏଣ୍ଟ ଅପରେସନରେ ନସୀମ ମୃତ-ନସୀମ ନାଁରେ ୨୫ରୁ ଅଧିକ ଅପରାଧିକ ମାମଲା ବିଭିନ୍ନ ଥାନାରେ ଥିଲା

Leave a Reply

Your email address will not be published. Required fields are marked *