ସରକାରୀ_କର୍ମଚାରୀଙ୍କ_ଖୁସି_ଖବର

#ସରକାରୀ_କର୍ମଚାରୀଙ୍କ_ଖୁସି_ଖବର-DA ୩% ବଢ଼ାଇଲେ ମୁଖ୍ୟମନ୍ତ୍ରୀ-୬୩% ହେଲା ମହଙ୍ଗା ଭତ୍ତା-କର୍ମଚାରୀଙ୍କ DA ୬୦ରୁ ୬୩ ପ୍ରତିଶତକୁ ବୃଦ୍ଧି-ପେନସନଭୋଗୀଙ୍କୁ ମଧ୍ୟ ଖୁସି ଖବର-ଟିଆଇରେ ୩% ବୃଦ୍ଧି-ଜୁଲାଇରୁ ପିଛିଲା ଭାବେ ଲାଗୁ ହେବ ବର୍ଦ୍ଧିତ DA-ରାଜ୍ୟର ସାଢ଼େ ୮ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କୁ ମିଳିବ ବର୍ଦ୍ଧିତ ଭତ୍ତା-ନଭେମ୍ବର ଦରମା ଓ ପେନସନରେ ମିଳିବ ୩% ବର୍ଦ୍ଧିତ ଭତ୍ତା l

Leave a Reply

Your email address will not be published. Required fields are marked *