ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ

ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ l ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ରଥଖଳାରେ ୩ ରଥର ଗୁଜ ଓ ଅର କଟା ଅନୁକୂଳ ନଡ଼ିଆ ବାଡେଇ ଅନୁକୂଳ କରିଛନ୍ତି ବିଶ୍ବକର୍ମା ମହାରଣା ଅନୁକୂଳ ପରେ ବାରିଷିରେ ଚୌପଟ କରିଛନ୍ତି ମହାରଣା ୪୨ଟି ତୁମ୍ଭର ୧୬ ଯୋଡ଼ା ବିନ୍ଧା, ପରଖ କାମ ସରିଲାଣି……ଆଜିଠାରୁ ରଥଚାଳିକୁ ରୂପକାର ସେବକଙ୍କ ପ୍ରବେଶ…..ଜୟ ଜଗନ୍ନାଥ 🙏🙏🙏

Leave a Reply

Your email address will not be published. Required fields are marked *