କାଲି ଦାରା ସିଂ ମୁକ୍ତି ମାମଲାର_ଶୁଣାଣି
କାଲିଦାରାସିଂମୁକ୍ତିମାମଲାର_ଶୁଣାଣି
-କାଲି ସୁପ୍ରିମକୋର୍ଟରେ ଦାରା ସିଂ ମୁକ୍ତି ମାମଲାର ଶୁଣାଣି
-ଜୁଲାଇ ୬ରେ ଦଣ୍ଡାଦେଶ କୋହଳ ମାମଲାରେ ହେବ ଶୁଣାଣି
-ରାଜ୍ୟ ଅପରାଧ କୋହଳ ବୋର୍ଡ ନିଷ୍ପତ୍ତିକୁ ଜଣାଇବେ
-କାଲି ସୁପ୍ରିମକୋର୍ଟ ଖଣ୍ଡପୀଠଙ୍କୁ ଅବଗତ କରିବେ ରାଜ୍ୟ ସରକାର
-ବିଚାରପତି ମନୋଜ ମିଶ୍ର ଓ ଜଷ୍ଟିସ୍ ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠରେ ଶୁଣାଣି
-ଦାରା ସିଂହଙ୍କ ପକ୍ଷରୁ ଆଇନଜୀବୀ ଏପି ସିଂହ ମାମଲା ପରିଚାଳନା କରିବେ
-୨୬ବର୍ଷରୁ ଅଧିକ ସମୟ ଜେଲ୍ରେ ଥିବାରୁ ଶୀଘ୍ର ରିଲିଜ୍ ଅପିଲ୍
ଖୁବ୍ଶୀଘ୍ର ରିଲିଜ୍ କରିବାକୁ ଅପିଲ୍ କରିବ ଦାରାସେନା
