ଧାରଣା ଦେଲେ ଶତାଧିକ କଲେଜ ଛାତ୍ରଛାତ୍ରୀ

କାମାକ୍ଷାନଗର-ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ଆଇଜିଆଇଟି କଲେଜ ରେ ଏକା ସାଙ୍ଗରେ ୬ ଜଣ ଛାତ୍ରଛାତ୍ରୀ କରୋନା ପଜେଟିଭ୍ ଚିହ୍ନଟ ହେବ ପରେ କଲେଜ ବନ୍ଦ କରିବା ନେଇ କଲେଜ ରେ ଛାତ୍ର ଅଶାନ୍ତି ଦେଖାଦେଇଛି, କଲେଜ ବନ୍ଦ ଦାବୀରେ କଲେଜ ମୁଖ୍ୟ ଗେଟ ରେ ଧାରଣା ଦେଇଛନ୍ତି ଶତାଧିକା ଛାତ୍ରଛାତ୍ରୀ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *