କଳିଙ୍ଗା_ଓ_ଦାରିଙ୍ଗିବାଡ଼ି_ଘାଟି_ସିଲ୍
#କଳିଙ୍ଗା_ଓ_ଦାରିଙ୍ଗିବାଡ଼ି_ଘାଟି_ସିଲ୍-କନ୍ଧମାଳର କଳିଙ୍ଗା ଓ ଦାରିଙ୍ଗିବାଡ଼ି ଘାଟି ରାସ୍ତା ସିଲ୍-ଗାଜଲବାଡ଼ି ନିକଟରେ ବ୍ୟାରିକେଟ୍ କରି ଦାରିଙ୍ଗିବାଡ଼ି ରାସ୍ତା ସିଲ୍-ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୨ ଘାଟି ରାସ୍ତାକୁ ସିଲ୍ କଲା ପ୍ରଶାସନ-ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ-ଘାଟିରେ ଭୂସ୍ଖଳନ ଓ ଗଛ ଭାଙ୍ଗିବା ଆଶଙ୍କାରେ ରାସ୍ତା ସିଲ୍ l
