ଯୁବତୀଙ୍କୁ ହତ୍ୟା
ଯୁବତୀଙ୍କୁ ହତ୍ୟା : କ୍ରାଇମ୍ ସିନ୍ ରିକ୍ରିଏସନ୍-ଜଗତସିଂହପୁରରେ ନିର୍ବନ୍ଧ ପରେ ଯୁବତୀଙ୍କୁ ଯୋଜନାବଦ୍ଧ ହତ୍ୟା ଘଟଣା-ଗିରଫ ଅଭିଯୁକ୍ତକୁ ଧରି କ୍ରାଇମ ସିନ୍ ରିକ୍ରିଏସନ କଲା ପୋଲିସ-ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସ୍ବାଇଁଙ୍କୁ ଜାମସେଦପୁରରୁ ଆଣି ସିନ୍ ରିକ୍ରିଏସନ-ଆଉ କେଉଁମାନେ ସହଯୋଗ କରିଥିଲେ ଛାନଭିନ୍ କରୁଛି ପୋଲିସ-ସଦର ଥାନା କାଠିଆପଡ଼ା ଗାଁ ବିଲରୁ ମିଳିଥିଲା ଯୁବତୀଙ୍କ ମୃତଦେହ
