କୋଟିଆରେ_ସ୍ଥିତାବସ୍ଥା_ବଜାୟ_ରହୁ

#କୋଟିଆରେ_ସ୍ଥିତାବସ୍ଥା_ବଜାୟ_ରହୁ- #ପୁରନ୍ଦେଶ୍ବରୀ-କୋଟିଆ ବିବାଦକୁ ନେଇ ଓଡ଼ିଶା-ଆନ୍ଧ୍ରକୁ ରାଜମାହେନ୍ଦ୍ରୀ ସାଂସଦ ତଥା ଓଡ଼ିଶା ପ୍ରଭାରୀ ଡି ପୁରନ୍ଦେଶ୍ବରୀଙ୍କ ପରାମର୍ଶ-ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ୨ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ-ଏହା ସତ୍ତ୍ବେ ଉଭୟ ରାଜ୍ୟ ଜନକଲ୍ୟାଣୀ ଯୋଜନା ଲାଗୁ କରୁଛନ୍ତି-୨ ରାଜ୍ୟର ଭୋଟର ଲିଷ୍ଟ ଦିଆଯାଇଛି,ଏନେଇ ସିଇସି ନିଷ୍ପତ୍ତି ନିଅନ୍ତୁ-୧୯୬୬ରୁ ବିବାଦ ରହିଛି, ବିଜେଡି ୨୫ ବର୍ଷ ଶାସନରେ କାହିଁକି ସମାଧାନ କଲାନି l

Leave a Reply

Your email address will not be published. Required fields are marked *