ବାଲିକପିଳେଶ୍ୱର ମହାଦେବଙ୍କ ଵିଵାହ ଉତ୍ସବ ଓ ଶୀତଳ ଷଷ୍ଠୀ ଯାତ୍ରା

ବାଲିକପିଳେଶ୍ୱର ମହାଦେବଙ୍କ ଵିଵାହ ଉତ୍ସବ ଓ ଶୀତଳ ଷଷ୍ଠୀ ଯାତ୍ରା

କୋଣାର୍କ – ପୁରୀ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ଶ୍ରୀଶ୍ରୀ ବାଲିକପିଳେଶ୍ୱର ମହାଦେବଙ୍କ ଶୁଭ ବିବାହ ଉତ୍ସବ ଓ ଶୀତଲ ଷଷ୍ଠୀ ଯାତ୍ରା ନିତିକାନ୍ତି ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ସେବାୟତ ସଙ୍ଘ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବୁଧବାର କନ୍ୟା ଚୋରି, ଗୁରୁବାର ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବ ଓ ଶୁକ୍ରବାର ଶୀତଳ ଷଷ୍ଠୀ ଯାତ୍ରା ବା ଗୁଆଳି ଯାତ୍ର ମହା ଆଡ଼ମ୍ବରରେ ପାଳିତ

ହୋଇଯାଇଛି। ସୁସଜ୍ଜିତ ବେଦୀରେ ବିହାବ ଉତ୍ସବ ପର ଦିନ ସୁସଜ୍ଜିତ ବିମାନ ଓ ବିରାଟ ପ୍ରୋସେଶନ ରେ ମହାଦେବ ବାବା ବାଲି କପିଳେଶ୍ୱର ଓ ମା ପରବର୍ତୀ ଗ୍ରାମ୍ୟ ପରିଭ୍ରମଣ କରି ଗୁଆଳୀ ଯାତ୍ରା କରନ୍ତି। ସେବାୟତଙ୍କ ସହ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନେ ଏଥିରେ ସାମିଲ ହୋଇ ପ୍ରଭୁଙ୍କ ଉତ୍ସବର ଆନନ୍ଦ ନେଇଥିଲେ।

Leave a Reply

Your email address will not be published. Required fields are marked *