ଭଦ୍ରକ ବିଧାନସଭା କାର୍ଯ୍ୟାଳୟ ପକ୍ଷ ରୁ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

Date:- 27/09/2025Place:- bhadrak Anchore:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଦିନ ଅବସର ରେ ଭଦ୍ରକ ବିଜେପି ପକ୍ଷ ରୁ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଶିତାଶୁ ଶେଖର ମହାପାତ୍ର ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ। ଜିଲ୍ଲା ସଭାପତି ଭଗବାନ ପଣ୍ଡା, ସମସ୍ତ ମଣ୍ଡଳ ସଭାପତି ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ।

ଭଦ୍ରକ ବିଧାୟକ ଶିତାଶୁ ଶେଖର ମହାପାତ୍ର କହିଥିଲେ ରକ୍ତ ଦାନ ପୁନଃ ଦାନ ରକ୍ତ ବିନା ଯେପରି କାହାର ଜୀବନ ନ ଯାଉ । ସେ ପ୍ରକାଶ କରିଥିଲେ। ଶହଶହ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ରକ୍ତ ଦାନ କରିଥିଲେ। ଜିଲ୍ଲା ସଭାପତି ଭଗବାନ ପଣ୍ଡା ନରେନ୍ଦ୍ର ମୋଦିଙ୍କ ବିଷୟରେ ଆଲୋକପାତ କରିଥିଲେ।୧୫୦ ଇୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

Leave a Reply

Your email address will not be published. Required fields are marked *