ଭାଜପା ଯୁବମୋର୍ଚ୍ଚାର ସଭାପତି ଓ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ପ୍ରଦାନ କଲେ ଶ୍ରୀ ବିକାଶ ଶ୍ରେଷ୍ଠା

ଆଜି ହେଲୋ ହୋଟେଲ ଠାରେ ଭାରତୀୟ ଜନତା ଦଳର ବିକାଶ ଶ୍ରେଷ୍ଠ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେ ସବୁବେଳେ ସେବା କାର୍ଯ୍ୟ କରିବା ପାଇଁ ଆଗଭର ଥିଲେ । ଛୋଟ ଅଳ୍ପକେ ସହ ସ ଶାଖାକୁ ଯିବା ପାଇଁ ପ୍ରେରଣା ଦେଇଥିଲେ । ସେ ଓ ତାଙ୍କ ବଡ ଭାଇ କୂଆସ ଖୁରୁ ଗୋବର ସିଂହ ପ୍ରସନ ଆଶାରେ ଯୋଗ ଦେଇଥିଲେ। ଆର.ଏସ.ଏସ.ର ବିଭିନ୍ନ ସାମାଜିକ କାର୍ଯ୍ୟ ସଂଚଳନ ଓ କାମରେ ସକ୍ରିୟ ସୂର୍ଯ୍ୟ ସେବକ ଭାବେ କାର୍ଯ୍ୟ କରିଥିଲେ। ବୃକ୍ଷରୋପଣ ଗୋ ସେବା ସ୍ବାସ୍ଥ୍ୟ ସେବା ଓ ବିଭିନ୍ନ ସାମାଜିକ ଉନ୍ନୟନ ମୂଳକ କାର୍ଯ୍ୟ ୨୦୧୪ ମସିହାରେ ଭଦ୍ରକ ଯୁବକ ମାନଙ୍କୁ ନେଇ ନେତାଜୀ ସୁବାଷ ବାହିନୀ ପ୍ରଚେଷ୍ଟା ଏହାପରେ ୨୦୧୭ ମସିହାରେ ଭାଜପା ଯୁବମୋଟା ରେ ଜିଲ୍ଲା ସାଧାରଣ ସମ୍ପାଦକ ଓ ଧାମନଗର ହୋଇଥିଲେ ଯାହାକୁ ଅତ୍ୟନ୍ତ ନିଷ୍ଠାପର ନିସ୍ବାର୍ଥପର ଭାବେ ଜନ , ମଳ , ଧନ ନେବ ଭାଜପା ଦଳ ପାଇଁ କରିଥିଲେ। ଏହି କାର୍ଯ୍ୟକାଳ ଭିତରେ ଭାଜପା ରକ୍ତଦାନ , ଏହାପରେ କରିଥିଲେ । ଯେଉଁଥିରେ କରିଥାନ୍ତି । ପ୍ରଭାରୀ ଭାବେ ନିଯୁକ୍ତ ନିଜ ଜୀବନକୁ ଉତ୍ସରିକୂଟ ଦଳରେ ଅନେକ ଗୁରୁତ୍ବପୂର୍ଣ ଦାୟିତ୍ବ ସମ୍ପାଦନ କରିଥିଲେ ଯେପରି। 91 ବିଧାନସଭା ନିର୍ବାଚନ ସମନ୍ଵୟ ନିମନ୍ତେ ଭଦ୍ରକ ବିଧାନସଭା ସଂଯୋଜକ । ସଦସ୍ୟତା ଅଭିଯାନ ୨୦୧୯ – ଭଦ୍ରକ ନଗର ମଣ୍ଡଳ ପ୍ରମୁଖ । MI 81 ନାଗରିକ ସଂଶୋଧନ ଅଧୁନିୟମ CAA । ସପକ୍ଷରେ ସମ୍ପର୍କ ଅଭିଯାନ , ଭଦ୍ରକ ବିଧାନସଭା ସଂଯୋଗକ । ସେବା ସପ୍ତାହ ଅବଜରଭେସନ କମିଟିରେ – କିନ୍ତୁ ଜଗଦାନ ସଂଯୋଗଳ । # 1 91 କରୋନା ମହାମାରୀ ପ୍ରଥମ ଓ ଦ୍ଵିତୀୟ ଷ୍ଟ୍ରୋକ ସମୟରେ ଭଦ୍ରକ ଜିଲ୍ଲାରେ ଭି . ସି ବୈଠକ ସଂଯୋଜନା କରିବା। ଗରିବ ଅସହାୟ ଲୋକଙ୍କୁ ମେଡିକାଲ ସହାୟତା ପ୍ରଦାନ କରିବା । ଏହିଭଳି ଅନେକ କାର୍ଯ୍ୟ ସୂଚାରୁ ରୂପେ କରି ଆସିଛନ୍ତି । ଯେଉଁ ଦିନଠୁଁ ଭାଜପା ଯୁବମୋର୍ଚ୍ଚାରେ ଭଦ୍ରକ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହେଲି ସେହି ଦିନଠୁ ଦଳରେ ଥିବା କିଛି ଅସାମାନ ଯୁବଳ ରାଜନୈତିକ ଆକ୍ରୋଶ ରଖୁ ଉପରେ ବିଭିନ୍ନ କଟୁ ମନ୍ତବ୍ୟ ଓ ଷଜଯୁକ୍ତ କରିଥିଲେ , ଯାହାର ଫଳ ସ୍ଵରୂପ ଚା ୨୧ , ୦୮ ୨୧ ରିଖରେ ଭଦ୍ରକ କୋର୍ଟ ପରିସରରୁ ବଳପୂର୍ବକ ଅପହରଣ କରି ଭଦ୍ରକ ଜିଲ୍ଲା ଲାଜପା କାର୍ଯ୍ୟାଳୟ ସାମ୍ନାରୁ ଆଣି ୭ ଘଣ୍ଟା ଧରି ମରଣାତ୍ମକ ଆକ୍ରମଣ କରିଥିଲେ । ଦଳରେ ଶୃଙ୍ଖଳା ପାଇଁ ନେତୃବୃନ୍ଦଙ୍କ ନିଷ୍ପତ୍ତି କୁ ଅପେକ୍ଷା କରି ନିରବ ରହିବା ଉଚିତ ମନେ କରିଥିଲି । ଏହି ଘଟଣା ଭାଜପା ଦଳର ଗାରିମା ପାଇଁ ଅତ୍ୟନ୍ତ ଦୁଃଖ ଦାୟକ ଥିଲା । ବିଗତ ଦିନରେ ରାଜ୍ୟରେ ଓ ଜିଲ୍ଲାରେ ଏହିଭଳି ଆକ୍ରମଣ ଓ ଗାଳି ଗୁଲଜ କରି ଅନେକ ନେତା ଓ ପଦାଧିକାରୀ ଦଳରୁ ନିଲମ୍ବନ ହୋଇ ଅଛନ୍ତି।ବର୍ତମାନ ମଧ୍ୟ ବାରିପଦାରେ ଘଟିଥିବା ହିଂସା ଘଟଣାରେ ଭାଜପା ପକ୍ଷରୁ ବିଭିନ୍ନ ଥାନା ଘେରାଉ ଓ ଆନ୍ଦୋଳନ ଜାରି ରହିଅଛି। କିନ୍ତୁ ତାଙ୍କ ଉପରେ ହୋଇଥିବା ସଫ୍ଟବଧ ଆକ୍ରମଣ ଘଟଣାରେ ଜିଲ୍ଲା ନେତୃବୃନ୍ଦ ସମ୍ପୂର୍ଣ ନିରଳ ଓ କୋଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିଲେ। ଯାହା ଦଳ ପାଇଁ ଯୁବମୋର୍ଚ୍ଚା ସଭାପତି ପଦର ଗାରିମା ପାଇଁ ଏବଂ ତାଙ୍କ ପାଇଁ ବହୁତ କ୍ଷତିକାରକ ହୋଇଅଛି। ଆଗାମୀ ଦିନରେ ସାଧାରଣ କର୍ମୀଟିଏ ବିଶ୍ବାସ ହରାଉଅଛି ଭାଜାପା ଦଳରେ କାର୍ଯ୍ୟ କରିବା ପାଇଁ କାରଣ ଯେଉଁଠି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ସୁରକ୍ଷିତ ନାହାନ୍ତି ସେଠାରେ ସେ କିପରି ସୁରକ୍ଷିତ ରହିବୁ ଆଗାମୀ ଦିନରେ ଏହି ଘଟଣାରେ ନିଶ୍ଚୟ ଦଳ ପାଇଁ କ୍ଷତିକାରକ ହେବ ଏହା ନିଃସନ୍ଦେହ ଅଟେ। ବର୍ତମାନ ସେ ଅନୁଭବ କରୁଅଛନ୍ତି ଦଳରେ ନିସ୍ବାର୍ଥପର ସେବା ଏବଂ ନିଷ୍ଠାପର ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ସ୍ଥାନ ନାହିଁ ।ତେଣୁ ସେ ଆଜି ଭାଜପା ଯୁବମୋର୍ଚ୍ଚା ଭଦ୍ରକ ଜିଲ୍ଲା ସଭାପତି ଓ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ପ୍ରଦାନ କରିଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଓ ଅସୁରିକ୍ଷିତ ଅନୁଭବ କରୁଛନ୍ତି। ତାଙ୍କ ଜୀବନର ସୁରକ୍ଷା ପାଇଁ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକାରୀ , ଓଡିଶା ପୋଲିସ ମହାନିର୍ଦେଶକ ଏବଂ ମୁଖ୍ୟମନ୍ତ୍ରୀ ମହୋଦୟକୁ ଏକ ଦରଖାସ୍ତ ପ୍ରଦାନ କରିଛନ୍ତି ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *