ମୋରମ ବୋଝେଇ ହାଇବା ଗାଡି ଜବତ

କାମାକ୍ଷାନଗର: ଢେ଼ଙ୍କାନାଳ ଜିଲା କାମାକ୍ଷାନଗର ତହସିଲ ତୁଳସୀପଶି ନିକଟରୁ ଆଜି ମୋରମ ବୋଝେଇ ୨ଟି ହାଇବା ଗାଡି ଜବତ କଲେ ଅତିରିକ୍ତ ତହସିଲଦାର ।ବେନିୟମ ମୋରମ ଚାଲାଣ ହେଉଥିବା ଖବର ପାଇଥିଲେ ଅତିରିକ୍ତ ତହସିଲଦାର ଝସକେତନ ନାୟକ ତୁରନ୍ତ ଚଢ଼ାଉ କରି ଗାଡି ୨ଟିକୁ ଜବତ କରି କାମାକ୍ଷାନଗର ଥାନାରେ ଜିମା ଦେଇଛନ୍ତି ।ଏହି ଚଢ଼ାଉରେ କାମାକ୍ଷାନଗର ରାଜସ୍ୱ ନିରୀକ୍ଷକ ପ୍ରେମାନନ୍ଦ ଦଳେଇ,କର୍ମଚାରୀ ମୋତିଲାଲ ସିଂହଙ୍କ ସମେତ ଅନ୍ୟମାନେ । ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *