ଜାତୀୟ ସେବା ଯୋଜନା ଦିବସ ପାଳିତ
ଆନନ୍ଦପୁର ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଦିବସ ପାଳିତଆନନ୍ଦପୁର ମହାବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ଡ଼କ୍ଟର ନାରାୟଣ ମିଶ୍ର ଙ୍କ ସଭାପତିତ୍ୟରେ ଜାତିୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି.ସମ୍ମାନନୀତ ଅତିଥି ଭାବେ ପ୍ରଦୀପ କୁମାର ଧଳ,ଶିବ ଚରଣ ବେହେରା,ଡ଼କ୍ଟର ନିମାଇଁ ଚରଣ ରାଉତ ଯୋଗ ଦେଇ ଜାତୀୟ ସେବା ଯୋଜନା ର ଲକ୍ଷ୍ଯ ,କାର୍ଯ୍ୟକାରିତା ବିଷୟ ରେ ଆଲୋଚନା କରିଥିଲେ.ଓ ସେବା ରେ ନିଜକୁ ନିୟୋଜିତ କରିବାକୁ ପରାମର୍ଶ ଦେଇଥିଲେ.ସ୍ବେଛାସେବୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ସକ୍ରମ ପରିବେଷଣ କରାଯାଇଥିଲା.ଅଧ୍ୟାପକ ରାମଚନ୍ଦ୍ର ମଲ୍ଲିକ,ପ୍ରକାଶ ସାହୁ,ଲିବନସ କିନ୍ଦୂ,ଦେବଦୀଶ ଆଚାର୍ୟ୍ସ୍,ଅନିତା ଦାସ,ଭାରତୀ ସାହୁ,ସଂଘମିତ୍ରା ରାଉତ ଓ ସ୍ବେଛାସେବୀ ମାନେ ଯୋଗ ଦେଇଥିଲେ
