ବ୍ରହ୍ମପୁର ରେ ସାମ୍ବାଦିକ ମାନଙ୍କ ତରଫରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ବିକ୍ଷୋଭ
ବ୍ରହ୍ମପୁର ରେ ସାମ୍ବାଦିକ ମାନଙ୍କ ତରଫରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ବିକ୍ଷୋଭ।ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିlଗତକାଲି ଭୁବନେଶ୍ୱର ରେ ପୂର୍ବତନ ବିଧାୟକ ରଘୁନନ୍ଦନ ଦାସ ଙ୍କ ସରକାରୀ ବାସଭବନ ରେ କିଛି ସାମ୍ବାଦିକ ଓ କ୍ୟମରାମ୍ୟନ୍ ଙ୍କ ଉପରେ ଆକ୍ରମଣ କରାଯାଇଛି। ବିଶେଷ କରି ଜଣେ କାର୍ଯ୍ୟରତ ମହିଳା ଅର୍ଗସ ଟିଭି ସାମ୍ବାଦିକ ଙ୍କୁ କୁକୁର ଲଗାଇ ହତ୍ୟା ଉଦ୍ୟମ ସହ କେମେରା ମେନ୍ ମାଡ଼ ମାରିବା ଘଟଣା କୁ ରାଜ୍ୟ ସାମ୍ବାଦିକ ସଂଘ୍ ଗଞ୍ଜାମ ଜିଲ୍ଲା ଶାଖା ଦୃଢ ନିନ୍ଦା କରିବା ସହ ଏଥିରେ ଯେଉଁ ମାନେ ସଂଶ୍ଳିଷ୍ଟ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ,ବ୍ରହ୍ମପୁର ଉପଜିଲ୍ଲାପାଳ ଜରିଆ ରେ ଦାବି ପତ୍ର ପ୍ରଦାନ କରାଯାଇଛି।
