ପୁରୀ – କୋଣାର୍କ ମେରାଇନ ରାସ୍ତା ଭୁଆଁ ଛକ ନିକଟରେ ସୋମବାର ସନ୍ଧ୍ୟାରେ ଶୋଳପୁଅ ମା ବସ୍ ଧକ୍କାରେ ଜଣେ ବୃଦ୍ଧଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭୁଆଁ ଗ୍ରାମର ୭୦ବର୍ଷୀୟ ବୀର ଜେନା।

Leave a Reply

Your email address will not be published. Required fields are marked *