ଭଦ୍ରକ ଜିଲ୍ଲାରେ ମେଡିକାଲ ସଂଘ ଆନ୍ଦୋଳନ
. ଭଦ୍ରକ ମେଡିକାଲରେ ରୋଗୀ ସେବା ଠପ୍ । କୋଲକତାର ଆରଜି କର ମେଡିକାଲ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଭାରତୀୟ ମେଡିକାଲ ସଂଘ IMA ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇ ଥିବାବେଳେ ଭଦ୍ରକ ଜିଲ୍ଲା ମେଡିକାଲରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଡାକ୍ତରମାନେ କେବଳ ଜରୁରୀ ରୋଗୀଙ୍କୁ ଛାଡିଦେଲେ ସମସ୍ତ କାର୍ଯ୍ୟ ବନ୍ଦ କରିଛନ୍ତି । ଏହାଦ୍ବାରା ରୋଗୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୃତ ମେଡିକାଲ ଛାତ୍ରୀକୁ ନ୍ୟାୟ ଦେବାସହ ଡାକ୍ତର ମାନଙ୍କୁ ସୁରକ୍ଷା ଦାବିରେ ଏହି ଆନ୍ଦୋଳନ କରିଛନ୍ତିି
