ନିଖିଳ ଭାରତ ସ୍ୱlୟତ ଶାସନ ଦିବସ

ନିଖିଳ ଭାରତ ସ୍ୱlୟତ ଶାସନ ଦିବସ ବାଲୁଗାଁ ଏନ.ଏ. ସି. ପାଳିତ lଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ତ୍ତ ବିଭାଗ, ଅବକାରୀ ଓ ଆଇନ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିବା ବେଳେ,ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷl ଶ୍ରୀମତୀ ସୁକାନ୍ତି ପାଇକରାୟ,ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ଏକଜୁଟିଭ ଅଫିସର ପ୍ରାଣନାଥ ସେଠ, ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ, ବାଲୁଗାଁ ଅଞ୍ଚଳର ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଧୂମଧାମ ରେ ହୋଇଥିଲl l

ଏହାପରେ ମନ୍ତ୍ରୀ ବିଭିନ୍ନ କୃତି ଛାତ୍ର ଛlତ୍ରୀ ମାନଙ୍କୁ ପୁରସ୍କାର ନିଜ ହାତରେ ବିତରଣ କରିଥିଲେ l

Leave a Reply

Your email address will not be published. Required fields are marked *