ଖୁବଶୀଘ୍ର_ନିତିନ_ନବୀନଙ୍କ_ନୂଆ_ଟିମ୍
ଖୁବଶୀଘ୍ର_ନିତିନ_ନବୀନଙ୍କ_ନୂଆ_ଟିମ୍-କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦିଲ୍ଲୀ ବାସଭବନରେ ବଡ଼ ବୈଠକ -ରାଷ୍ଟ୍ରୀୟ ବିଜେପି ସଭାପତି ନିତିନ ନବୀନ ଉପସ୍ଥିତ -ବିଜେପି ସାଂଗଠନିକ ସାଧାରଣ ସଂପାଦକ ବି.ଏଲ୍ ସନ୍ତୋଷ ମଧ୍ୟ ଉପସ୍ଥିତ -ଶୀଘ୍ର ଘୋଷଣା ହୋଇପାରେ ନିତିନ ନବୀନଙ୍କ ନୂଆ ଟିମ୍ -ଶୀଘ୍ର ନୂଆ ଟିମ୍ ଘୋଷଣା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା
