କେନ୍ଦ୍ରକୁ_୨୫୨୬_କୋଟି_ମାଗିଲା_ଓଡ଼ିଶା

#କେନ୍ଦ୍ରକୁ_୨୫୨୬_କୋଟି_ମାଗିଲା_ଓଡ଼ିଶା-ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା କେନ୍ଦ୍ରୀୟ ଟିମ୍‌-କେନ୍ଦ୍ରକୁ ୨୫୨୬ କୋଟି ଟଙ୍କାର ସହାୟତା ମାଗିଲା ଓଡ଼ିଶା-ସୂଚନା ଦେଲେ SRC ରାଜେଶ ପ୍ରଭାକର ପାଟିଲ୍-ଗଞ୍ଜାମ, ଗଜପତି ଓ କନ୍ଧମାଳ ପାଇଁ ୨୫୨୬ କୋଟି ମାଗିଲା-ସ୍ଥାୟୀ ସମାଧାନ ପାଇଁ ଅତିରିକ୍ତ ୧୦ ହଜାର କୋଟିର ସ୍ବତନ୍ତ୍ର ସହାୟତା ଦାବି-କେନ୍ଦ୍ରକୁ ୮ରୁ ୧୦ ଦିନ ଭିତରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବ ଟିମ୍ p

Leave a Reply

Your email address will not be published. Required fields are marked *