କାର୍ତ୍ତିକ ପୁର୍ଣିମା ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ କୁମାର ସାହୁ ଏକ ସୁନ୍ଦର ବାଲୁକା ସ୍ୟାଣ୍ଡ

କାର୍ତ୍ତିକ ପୁର୍ଣିମା ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ କୁମାର ସାହୁ ଏକ ସୁନ୍ଦର ବାଲୁକା ସ୍ୟାଣ୍ଡ ଆନିମେସନ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି | ଏହି ସ୍ୟାଣ୍ଡ ଆନିମେସନ ରେ ସେ ବୋଇତ ବନ୍ଦାଣର ଦୃଶ୍ୟ ଦେଖାଇଛନ୍ତି | ସାଧବ ବୋହୁ ମାନେ କିପରି ସାଧବ ମାନଙ୍କୁ ବନ୍ଦାପନା କରୁଛନ୍ତି | ସାଧବମାନେ ବୋଇତ ଦ୍ୱାରା ଦେଶ ବିଦେଶକୁ ଯାତ୍ରା କରିବାର ଦୃଶ୍ୟ ଅତି ସୁନ୍ଦର ଭାବରେ ଦେଖାଇଛନ୍ତି | ଏହି ୧ମିନିଟର ଏହି ସ୍ୟାଣ୍ଡ ଆନିମେସନ ଭିଡ଼ିଓଟିକୁ ପ୍ରସ୍ତୁତ କରିବାକୁ ମାନସଙ୍କୁ 2 ଘଣ୍ଟା ସମୟ ଲାଗିଥିଲା ଏଥିରେ ସେ Happy Kartika Purnima ର ବାର୍ତ୍ତା ମଧ୍ୟ ଦେଇଛନ୍ତି |ବାଇଟ – ମାନସକୁମାର ସାହୁ

Leave a Reply

Your email address will not be published. Required fields are marked *