ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକର ହଜିପୁର ଓ କୁଳକଇଜଙ୍ଗା ପଂଚାୟତ ରେ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ହଜିପୁର ଓ କୁଳକଇଜଙ୍ଗା ପଂଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ତିର୍ତ୍ତୋଲ ଯୁବ ବିଧାୟକ ବିଜୟ ଶଙ୍କର ଦାସ, ଜିଲ୍ଲା ସଭାପତି ରବି ନାରାୟଣ ଜେନା, ବ୍ଲକ ଅଧ୍ୟକ୍ଷ। ମମତା ପାତ୍ର, ଉପାଧ୍ୟକ୍ଷ। ପିନାକୀ ପ୍ରିୟଦର୍ଶୀନୀ, ଜିଲ୍ଲା ପରିଷଦ ସ୍ଵଭ୍ୟ ଚନ୍ଦ୍ର ଶେଖର ଦାସ, ବିଡ଼ିଓ ଡ଼ ବେବିତା ମଞ୍ଜରୀ ନାୟକ, ସ୍ଥାନୀୟ ସରପଂଚ ଙ୍କ ବହୁ ଜନସାଧାରଣ ମାନେ ଉପସ୍ଥିତ ଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ପଂଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯାଉଛି ବୋଲି ଅତିଥିମାନେ କହିଛନ୍ତି ।
ଜଗତସିଂହପୁର ରୁ Rita ସାହୁ reporter
