ପଦ୍ମଶ୍ରୀ ବାବା ବଳିଆଙ୍କ 71 ତମ ଜନ୍ମ ଦିବସ

ଆଜି ପଦ୍ମଶ୍ରୀ ବାବା ବଳିଆଙ୍କର ୭୧ ତମ ଜନ୍ମ ଦିବସ ଅରିଲୋ ସ୍ଥିତ ଶିଶୁ ଅନନ୍ତ ଆଶ୍ରମ ଠାରେ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି ।

ଏହି ଅବସରରେ ଆୟୋଜିତ ସତସଙ୍ଗ କାର୍ଯ୍ୟକ୍ରମରେ ସ୍ୱାମୀ ଚିନ୍ମୟାନନ୍ଦ ସରସ୍ବତୀଙ୍କ ସମେତ ବହୁ ସାଧୁସନ୍ଥ ଓ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ବାବାଙ୍କର ଆଶିଷ ଲାଭ କରି ଦିବ୍ୟବାଣୀ ଶ୍ରବଣ କରିଥିଲେ । ନିଶାମୁକ୍ତି ରାଷ୍ଟ୍ର ଗଠନ କରିବା,ପିତା ମାନଙ୍କୁ ପୂଜା କରିବା, ବୃକ୍ଷ ଲଗାଇ ପରିବେଶକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ରହିବ ବୋଲି ଆଜିର ଜନ୍ମ ଦିବସ ଅବସରରେ ପଦ୍ମଶ୍ରୀ ବାବା ବଳିଆ କହିଛନ୍ତି ।

Leave a Reply

Your email address will not be published. Required fields are marked *