ପବନ ଖେଡ଼ାଙ୍କୁ ହାଇକୋର୍ଟରୁ ଝଟ୍କା
ପବନ ଖେଡ଼ାଙ୍କୁ ହାଇକୋର୍ଟରୁ ଝଟ୍କା l କଂଗ୍ରେସ ନେତା ପବନ ଖେଡ଼ାଙ୍କୁ ହାଇକୋର୍ଟରୁ ଝଟ୍କା…..ଗୁଆହାଟୀ ହାଇକୋର୍ଟରୁ ମିଳିଲା ଖେଡ଼ାଙ୍କୁ ଝଟ୍କା……ଖେଡ଼ାଙ୍କ ଆଗୁଆ ଜାମିନ ଆବେଦନକୁ HCଙ୍କ ଖାରଜ…..ଆସାମ CM ହିମନ୍ତଙ୍କ ପତ୍ନୀ ଖେଡ଼ାଙ୍କ ବିରୋଧରେ FIR ଦାଏର କରିଥିଲେ…..
