ଫଟୋଗ୍ରାଫର ପ୍ରୋଟେଷ୍ଟ

ପୁରୀ ସି-ବିଚ ଫଟୋଗ୍ରାଫର ମହାସଂଘ ପକ୍ଷରୁ ୮ ଦଫା ଦାବୀ ନେଇ ବିଶାଳ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ବ୍ଲୁ ଫ୍ଲାଗ ବିଚରୁ ଅପସାରଣ କରାଯାଇଥିବା ବିଚ ଫଟୋଗ୍ରାଫରଙ୍କୁ ପ୍ରବେଶ ଅନୁମତି,ସିଆରଜେଡ ଆଇନର ଉଲ୍ଲଘଂନ କରି ବିଭିନ୍ନ କମ୍ପାନୀ ଦ୍ୱାରା ହେବାକୁ ଥିବା ୩-୪ଟି ଅଧିକ ।ବ୍ଲୁ ଫ୍ଲାଗ ବିଚ ବନ୍ଦ କରିବା,ବିଚ ଫଟୋଗ୍ରାଫରଙ୍କୁ ଦିଆଯାଇଥିବା ପରିଚୟପତ୍ରର ନବୀକରଣ ଓ କୋଭିଡ ଆର୍ଥିକ ସହାୟତା ପ୍ରଦାନ ଦାବୀରେ ସଂଘର ଉପଦେଷ୍ଟା ଶ୍ରୀକାନ୍ତ ପରିଜାଙ୍କ ନେତୃତ୍ୱରେ ସମୁଦ୍ରକୂଳ ପ୍ରାଚୀ ଛକରୁ ବିଶାଳ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା।

Leave a Reply

Your email address will not be published. Required fields are marked *