ଭଦ୍ରକ ସଂକୁଳ ସଂକୁଳ ନୂଆ ବଜାର ର (୨୦୨୫-୨୬) ଖେଳ କୁଦ ପ୍ରତିଯୋଗିତା
ଭଦ୍ରକ ସଂକୁଳ ସଂକୁଳ ନୂଆ ବଜାର ର (୨୦୨୫-୨୬) ଖେଳ କୁଦ ପ୍ରତିଯୋଗିତା
ଗତକାଲି ତା ( ୧୩/୧୨/୨୫ ) ରିଖ ଶୁକ୍ରବାର ଭଦ୍ରକ ସଂକୁଳ ଅଧୀନରେ ଥିବା ୭ ଟି ସରସ୍ବତୀ ଶିଶୁମନ୍ଦିରର ଖଳକୁଦରେ ବିଦ୍ୟାଳୟ ସ୍ତରରୁ ବିଭିନ୍ନ ଖେଳରେ ପ୍ରଥମ ସ୍ଥାନ ଅଧୂକାର କରିଥିବା ପ୍ରାୟ ତିନି ଶହ ଭାଇ ଭଉଣୀଙ୍କ ମଧ୍ୟରେ ପ୍ରତିଯୋଗିତାର ଶୁଭାରମ୍ଭ ସକାଳ ୯ ଟାରେ ମୁଖ୍ୟ ଅତିଥ୍ ଜିଲ୍ଲା ପ୍ରଭାରୀ ତଥା ଭଦ୍ରକ ଜିଲ୍ଲାର କ୍ରୀଡା ଭାରତୀ ର କୋଅର୍ଡିନେଟର ସହିତ ବିଭିନ୍ନ ଦାୟିତ୍ବରେ ଥିବା ଶ୍ରୀଯୁକ୍ତ ମନୋଜ କୁମାର ସାହୁ ମହାଶୟ କ୍ରୀଡା ଉଦଘାଟନ କରିଥିବା ବେଳେ, ସଂକୁଳର ପ୍ରମୁଖ ଶ୍ରୀଯୁକ୍ତ ସଂଗ୍ରାମ କିଶୋର ମହାନ୍ତି ମହୋଦୟ ବିଦ୍ୟାଳୟ ର ମଙ୍ଗଳ କାମନା କରି ମା ଭାରତୀଙ୍କ ଠାରେ ଦୀପ ପ୍ରଜ୍ବଳନ କରିଥିଲେ | ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ପ୍ରଣୟ କୁମାର ପଢ଼ିଆରୀ ସଭାପତିତ୍ବ କରିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରାଜକିଶୋର ଦାସ ଅତିଥ୍ ଓ ଅନ୍ୟ ମଂଚାସୀନ ବ୍ୟକ୍ତିମାନଙ୍କ ରିଚୟ କରିଥିଲେ | ଏହି ସଭାକାର୍ଯ୍ୟରେ ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ତ ଶିବଶଙ୍କର ଦାସ ଓ କୋଷାଧ୍ଯକ୍ଷା ଶ୍ରୀମତୀ ଶକୁନ୍ତଳା ଦାସ ଉପସ୍ଥିତ ଥିଲେ | ସମ୍ପାଦକ ଶିବଶଙ୍କର ଦାସ ହୋଦୟ ମୁଖ୍ୟ ଅତିଥ୍ଙ୍କୁ ସମ୍ବଦ୍ଧିତ କରିଥିଲେ | ମଞ୍ଚ ପରିଚାଳନା କାର୍ଯ୍ୟ ଗୁରୁଜୀ ମନ୍ଦରଧର ସାହୁ କରିଥିବା ବେଳେ ଗୁରୁଜୀ ରାଜେନ୍ଦ୍ର ରାଉତ ଧନ୍ୟବାଦ ଦେବା ପୂର୍ବରୁ ମୁଖ୍ୟ ଅତିą ପିଲାମାନଙ୍କୁ ଭଲ ପାଠ ପଢା ସହିତ ଆଜିର ସମାଜରେ ଖେଳର ଗୁରୁତ୍ବ ଉପରେ ଗୁରୁତ୍ବ ଆରୋ ଉଦବୋଧନ କରି ନ ଦେଇଥିଲେ | ଖେଳ କୁଦ ସକାଳ ee ଟାରେ ଆରମ୍ଭ ହୋଇ ହୋଇ ଦିନ ୫ଟାରେ Iରେ ଶେଷ ହୋଇଥୁଲା | ଶେଷରେ ପିଲାମାନଙ୍କୁ ସାର୍ଟିଫିକେଟ ଓ ପଦକ ଦିଆଯାଇ, ଖେଳ ପତାକା ଅବ ଅବତରଣ କରାଗଲା ଓ ସଭା କାର୍ଯ୍ୟ
ସମାରୋପ କରାଯାଇଥିଲା | ସମସ୍ତ ଗୁରୁଜୀ,ଗୁରୁମା, ନନା ଓ ନାନୀଙ୍କ ଙ୍କ ସହଯୋଗ ରେ ଖେଳ କୁଦ ପ୍ରତିଯୋଗିତା ସଫଳ ହୋଇଥୂଲା |
