TMC_ଉପରେ_ବର୍ଷିଲେ_ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗ ମେଦିନୀପୁରରେ ବିଜୟ ସଂକଳ୍ପ ସମାବେଶରେ ମୋଦି…..TMC ଉପରେ ଧୁମ୍ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି….ପଶ୍ଚିମବଙ୍ଗରେ TMCର ଦୀର୍ଘ ୧୫ ବର୍ଷର ନିର୍ମମ ଶାସନରେ ଲୋକେ ଅତିଷ୍ଠ……ପ୍ରତି କ୍ଷେତ୍ରରେ TMC ଖାଲି ଲୁଟ୍‌ ପରେ ଲୁଟ୍ କରି ପିଏଚ୍‌ଡି କରିଛି…..ପଶ୍ଚିମବଙ୍ଗରେ TMC ନେତା ମହାଦୁର୍ନୀତି କରି କୋଟିପତି ହୋଇଛନ୍ତି……ବାଲି ମାଫିଆଙ୍କୁ ପ୍ରୋତ୍ସାହନ ଦେଇ ପାପ କରିଆସୁଛି TMC…..ଆଳୁ ଉତ୍ପାଦନ କରୁଥିବା ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି…….ଏଥର ନିର୍ବାଚନ ପଶ୍ଚିମବଙ୍ଗବାସୀ ଲଢୁଛନ୍ତି……ନିର୍ବାଚନ ମୋ ଭାଇଭଉଣୀ, ଗରିବ, ଚାଷୀ ଲଢୁଛନ୍ତି……TMC ଗୁଣ୍ଡାଙ୍କ ରାଜ୍‌ ଆଉ କାମ କରିବ ନାହିଁ, ସବୁର ହିସାବ ହେବ….ପଶ୍ଚିମବଙ୍ଗ ଯେତେ ନିର୍ଯାତନା ସହିଛି, ତା’ର ଦୃଢ଼ ଜବାବ ଦିଆଯିବ……ପଶ୍ଚିମବଙ୍ଗର ମଣ୍ଡି ଦଲାଲ୍‌ଙ୍କୁ ଉଚିତ୍ ଜବାବ ଦିଆଯିବ…..ଆପଣଙ୍କୁ ସମସ୍ତ ସୁବିଧା ମିଳିବ, ସପ୍ତମ ବେତନ କମିଶନ ଲାଭ ପାଇବେ……

Leave a Reply

Your email address will not be published. Required fields are marked *