ଜନ୍ମମାଟିରେ ଜନ୍ମଦିନ ପାଳିବେ ରାଷ୍ଟ୍ରପତି
ଜନ୍ମମାଟିରେ ଜନ୍ମଦିନ ପାଳିବେ ରାଷ୍ଟ୍ରପତି-ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନ-ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ରାଷ୍ଟ୍ରପତି-ଜନ୍ମମାଟିରେ ଜନ୍ମଦିନ ପାଳନ କରିବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପାହାଡ଼ପୁର ଯିବେ ରାଷ୍ଟ୍ରପତି-୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି -ରାଇରଙ୍ଗପୁରରେ ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ-ଦେଶବାସୀଙ୍କୁ ୭୩୨ କୋଟିର ବିଭିନ୍ନ ରେଳ ପ୍ରକଳ୍ପ କରିବେ ସମର୍ପଣ-ହିନ୍ଦୋଳ ରୋଡ୍-ମେରାମଣ୍ଡଳୀ ମଲ୍ଟିଟ୍ରାକିଂ ପ୍ରକଳ୍ପର ହେବ ଲୋକାର୍ପଣ -ଓଡ଼ିଶାର ରେଳ ଭିତ୍ତିଭୂମିର ମେରୁଦଣ୍ଡକୁ ଆହୁରି ମଜଭୁତ୍ କରିବ ପ୍ରକଳ୍ପ
