ମହିଳା ସଂରକ୍ଷଣ ବିଲ ସମ୍ପର୍କରେ ପୁରୀଜିଲା କଂଗ୍ରେସର ପ୍ରେସମିଟ

ମହିଳା ସଂରକ୍ଷଣ ବିଲ ସମ୍ପର୍କରେ ପୁରୀଜିଲା କଂଗ୍ରେସର ପ୍ରେସମିଟ – ମହିଳା ସରକ୍ଷଣ ବିଲକୁ ନେଇ ବିଜେପି କୁମ୍ଭୀର କାନ୍ଦଣା ବନ୍ଦ କରୁ। ଲୋକେ ଜାଣିଛନ୍ତି ମହିଳାଙ୍କ ପାଇଁ ସଂରକ୍ଷଣରେ କଂଗ୍ରେସର କଣ ଅବଦାନ ରହିଛି ଯଦି ୨୦୧୧ ଜନଗଣନା ଅନୁସାରେ ମହିଳା ସଂରକ୍ଷଣ କରିବାର ଥିଲା, ‘ନାରୀଶକ୍ତି ବନ୍ଦନ ଅଧୁନିୟମ ନାମରେ ସେପ୍ଟେମ୍ବର ୨୦୨୩ ରେ ପାରିତ ହୋଇଥିବା ଆଇନ ୨୦୨୪ ନିର୍ବାଚନରେ କାର୍ଯ୍ୟକାରୀ କରାଗଲାନି କାହିଁକି? ଏବର ୫୪୩ ଆସନରୁ ପ୍ରଥମେ ଏକ-ତୃତୀୟାଂଶ ଅର୍ଥାତ ୧୮୧ ଜଣ ମହିଳାଙ୍କୁ ଲୋକସଭାରେ ଦେଖୁବାରୁ ଦେଶବାସୀଙ୍କୁ କିଏ ବଂଚିତ କରିଛି? ସଂରକ୍ଷଣ ପୂର୍ବର ସ୍ଥିତି ଦେଖାଯାଉ ତାହା ହେଲେ କଂଗ୍ରେସ(୧୩/୯୮:୧୩.୨୭%)ଠୁ କମ୍ ଅନୁପାତରେ ମହିଳାଙ୍କୁ ଲୋକସଭାକୁ ପଠାଇଥିବା ଦଳ ବିଜେପି (୩୧/୨୪=୧୨.୯%) ପଠାଇଛି କଂଗ୍ରେସକୁ ମହିଳା-ବିରୋଧୀ କହିବ? ଏହା ହାସ୍ୟାସ୍ପଦ ନୁହେଁ? କି ବୋଲି ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ମନ୍ତ୍ରୀ ସୁରେଶକୁମାର ରାଉତରାୟ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହାର ପ୍ରଭାବ ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ କେରଳ ନିର୍ବାଚନରେ ଭଲ ଫଳ ଦେବ ସେଠାରେ ଟି ଏମ ସି, ଡି ଏମ କେ ସଫଳତା ପାଇବେ। ବିକାଶ ନା ରେ ବିନାଶ କରାଯାଉଛି ଭାରତୀୟ ଜନତା ପାର୍ଟିର ଡବଲ ଇଞ୍ଜିନ ସରକାର ସମୟରେ । କଂଗ୍ରେସର ରାଜୀବ ଗାନ୍ଧୀଙ୍କ ସମୟରେ ହିଁ ୩୩ ପ୍ରତିଶତ ସଂରକ୍ଷଣ ବିଲ୍ ଆଗତ କରାଯାଇଥିଲା ଏବର ସରକାର ଜୁମୁଲା ନୀତି ଆଧାରରେ ସମସ୍ତ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପୁରି ଜିଲ୍ଲା କଂଗ୍ରେସ ସଭାପତି ବାଇଟ ସୁରେଶ ରାଉତରାୟ ପୂର୍ବତନ ମନ୍ତ୍ରୀ ବାଇଟ ଇଂ ରାଜେଶ ମିଶ୍ର ସଭାପତି ଜିଲ୍ଲା କଂଗ୍ରେସ କମିଟି l

Leave a Reply

Your email address will not be published. Required fields are marked *