ସୁଧୀର_ହତ୍ୟାର_ସିନ୍_ରିକ୍ରିଏସନ୍
ସୁଧୀର_ହତ୍ୟାର_ସିନ୍_ରିକ୍ରିଏସନ୍-ବ୍ରହ୍ମପୁରର ବହୁଚର୍ଚ୍ଚିତ ସୁଧୀର ପାତ୍ର ହତ୍ୟା ମାମଲାରେ ସିନ୍ ରି-କ୍ରିଏସନ୍-୨ ଅଭିଯୁକ୍ତ ସରୋଜ ପଣ୍ଡା ଓ ରଞ୍ଜନ ମଲିକଙ୍କୁ ନେଇ ସିନ୍ ରି-କ୍ରିଏସନ-ଉଭୟ ସୁସ୍ଥ ହେବା ପରେ ମଣ୍ଡିଆପଲ୍ଲୀ ଆଣି ସିନ୍ ରି-କ୍ରିଏସନ୍ କଲା ପୋଲିସ-କିଭଳି ଅପହରଣ ଓ ରେକି କରିଥିଲେ ପୋଲିସକୁ ଜଣାଇଥିଲେ-ଉଭୟ ଗୁଜରାଟରୁ ଗିରଫ ପରେ ଖସି ଯିବା ବେଳେ ଏନ୍କାଉଣ୍ଟର କରିଥିଲା ପୋଲିସ
