ସରକାରୀ କୋଷାଗାରରେ ରେକର୍ଡ ବୃଦ୍ଧି

ସରକାରୀ କୋଷାଗାରରେ ରେକର୍ଡ ବୃଦ୍ଧି-ଏପ୍ରିଲରେ GST ସଂଗ୍ରହ ୨.୪୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କଲା-ଏକ ମାସ ମଧ୍ୟରେ ରେକର୍ଡ ରାଜସ୍ୱ ବୃଦ୍ଧି-୧ ମେ’ରେ ସଦ୍ୟତମ ତଥ୍ୟ ପ୍ରକାଶିତ-ଏପ୍ରିଲ ୨୦୨୫ ତୁଳନାରେ ଏପ୍ରିଲ ୨୦୨୬ରେ ସାରା ଦେଶରେ ମୋଟ GST ସଂଗ୍ରହ ୮.୭% ଅଧିକ ରେକର୍ଡ କରାଯାଇଛି

Leave a Reply

Your email address will not be published. Required fields are marked *