ପଦ୍ମପୁର ବଜାରର ଦୋକାନରୁ ୮୦,୦୦୦ ଟଙ୍କାର ଜିନିଷ ଲୁଟ

ଭଦ୍ରକ:୦୧/୧୧/୨୦୨୧ -ଭଦ୍ରକ ଜିଲ୍ଲା ରେ ଦିନକୁ ଦିନ ବହୁତ ଅସାମାଜିକ କାର୍ଯ୍ୟ ଦେଖିବାକୁ ମିଳୁଛି ।କେବେ ଜର୍ଦା ,କେବେ ଧଳା ଜହର ତ କେବେ ଚୋରି । ସେମିତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ବଜାରରୁ ଦେଖିବାପାଇଁ ମିଳିଛି। ଗତ କାଲି ରାତିରେ ପଦ୍ମପୁର ବଜାରର କରୁଣାକର ସେଠୀଙ୍କ ହାର୍ଡୱେର ଦୋକାନ ଭାଙ୍ଗି ୮୦ ହଜାର ଟଙ୍କା ର ଜିନିଷ ଚୋରି ହେବାର ଅଭିଯୋଗ ବାସୁଦେବପୁର ଥାନାରେ ଦିଆଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *