ବନ୍ଧା ହେଲେ ରସିକିଆ ପ୍ରଫେସର
ବନ୍ଧା ହେଲେ ରସିକିଆ ପ୍ରଫେସର-ଭୁବନେଶ୍ୱରରେ ଛାତ୍ରୀଙ୍କୁ ଫେଭର ମାଗି ବନ୍ଧା ହେଲେ ରସିକିଆ ପ୍ରଫେସର-ଛାତ୍ରୀଙ୍କୁ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରୁଥିଲେ-ରାଜି ନ ହେବାରୁ ଅଶ୍ଲୀଳ ଫଟୋ କରି ଭାଇରାଲ କରିଥିଲେ-କୋଲକାତା ହୁଗୁଳିର ଅଧ୍ୟାପକ ଭୁବନେଶ୍ୱରରେ ରହି କାମ କରୁଥିଲେ-ପଶୁ ଚିକିତ୍ସା ଶିକ୍ଷାନୁଷ୍ଠାନର ପୂର୍ବତନ ଅଧ୍ୟାପକ ଥିଲେ l
