ସ୍ୟାଣ୍ଡ ଆନିମେସନ
ଜାତିରପିତା ମହାତ୍ମାଗାନ୍ଧୀ ଓ ଶାନ୍ତିର କପୋତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉପଲକ୍ଷେ ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାଶ ସ୍ୟାଣ୍ଡ ଆନିମେସନ ଜରିଆରେ ଉଭୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏକ ମିନିଟ ୫୬ ସେକେଣ୍ଡର ସ୍ୟାଣ୍ଡ ଅନିମେଷନରେ ଶିଳ୍ପୀ ଶ୍ରୀଧର ଉଭୟଙ୍କ ଚିତ୍ର ଅଙ୍କନ କରିବା ସହ ସ୍ମୃତିବହନ କରୁଥିବା ଅନେକ ଚିତ୍ର କରି ଶ୍ରୀଧର ନିଜର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
