ବରଗଡ଼ର ଅଧିତାଷ୍ଟ୍ରି ଦେବୀ ସମଲେଶ୍ୱରୀ ମନ୍ଦିର ପହଞ୍ଚି ପୂଜାର୍ଚ୍ଚନା କଲେ ବରିଷ୍ଟ ବିଜେଡି ନେତ୍ରୀ ସୁଜାତା ରାଉତ।
ବରଗଡ଼ର ଅଧିତାଷ୍ଟ୍ରି ଦେବୀ ସମଲେଶ୍ୱରୀ ମନ୍ଦିର ପହଞ୍ଚି ପୂଜାର୍ଚ୍ଚନା କଲେ ବରିଷ୍ଟ ବିଜେଡି ନେତ୍ରୀ ସୁଜାତା ରାଉତ।ବରଗଡ ଜିଲ୍ଲା ରୁ ତ୍ରି ଥକ୍ଷେ ତ୍ର ପ୍ରତିନିଧି ବରଗଡ଼ର ଅଧିତାଷ୍ଟ୍ରି ଦେବୀ ସମଲେଶ୍ୱରୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କଲେ ବରିଷ୍ଟ ବିଜେଡି ନେତ୍ରୀ ସୁଜାତା ରାଉତ। ମନ୍ଦିରର ବେଢ଼ା ପରିକ୍ରମା କରି ବରଗଡ଼ ର ଜନ ସାଧାରଣ ଙ୍କ ସୁଖ , ଶାନ୍ତି ଓ ସମୃଦ୍ଧି ସହ ଲୋକଙ୍କ ଉନ୍ନତି କାମନା କରିଛନ୍ତି। ଏହା ସହ ବିଜେଡି ସବୁ ବେଳେ ଜେନ୍ ଜି ସହ ରହିଛି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି। ଗତକାଲି ଅତାବିରା ଦୁର୍ଗା ମନ୍ଦିର ପହଞ୍ଚି ପୂଜାର୍ଚ୍ଚନା କରିବା ପରେ ଆଜି ବରଗଡ଼ ସମଲେଶ୍ବରୀ ମନ୍ଦିର ପହଞ୍ଚି ପୂଜାର୍ଚ୍ଚନା କରି ଲୋକଙ୍କ ସୁଖ କାମନା କରିଛନ୍ତି। ବରଗଡ଼ ମାଟିରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିବା ବେଳେ ଏହା କୁ ନେଇ ସେ ଖୁସୀ ବ୍ୟକ୍ତ କରିଛନ୍ତି।
